ଚିତ୍ରେଶ୍ୱରି ସାହିତ୍ୟ ସଂସଦ ଚିତ୍ରଡା,ମୟୂରଭଞ୍ଜ ର ସଡୋଶ ସଂସ୍କରଣ ପତ୍ରିକା ଉନ୍ମୋଚନ ଚିତ୍ରଡ଼ା ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ହେଲା।ଏଥିରେ ବିଶିଷ୍ଟ ସାହିତ୍ୟିକ,ସମାଜସେବୀ,ଏବଂ ଗାଳ୍ପିକ ଲେଖକ ମାନେ ତଥା ସାହିତ୍ୟ ପ୍ରେମୀ ମାନେ ଯୋଗ ଦେଇଥିଲେ।