ଗତ କିଛି ଦିନ ପୂର୍ବରୁ ବାତ୍ୟା ଅର୍ଣାବ ପ୍ରଭାବରେ ସାରା ଓଡ଼ିଶା ପ୍ରଭାବିତ ହୋଇଛି ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ସାଳନ୍ଦୀ ଆଦି ଅନେକନଦୀ ରେ ବନ୍ୟା ପରିସଥିତିରେ ଲୋକେ ହନ୍ତସନ୍ତ।ଗଞ୍ଜାମ ଠୁ ମୟୂରଭଞ୍ଜ ଯାଏ ଅଂଚଳ ରେ ଜଳାର୍ଣ୍ଣବ ପରିସ୍ଥିତି ।ସ୍କୁଲ କଲେଜ ଧୀରେ ଧୀରେ ଖୋଲୁଛି ।