ଗତ କାଲି ପବିତ୍ର ଶ୍ରାବଣ ମାସ ର ଶେଷ ସୋମବାର ହୋଇଥିବା ଦୃଷ୍ଟି ରୁ ସାରା ଦେଶ ର ତଥା ଓଡ଼ିଶାରେ ମଧ୍ୟ ଶିବ ଭକ୍ତ କାଉଡ଼ିଆ ମାନଙ୍କ ଜଳ ଲାଗି କରିବା ପାଇ ଭିଡ ଦେଖିବାକୁ ମିଳିଥିଲା।ସ୍ଥାନେ ସ୍ଥାନେ ଲୋକେ କାଉଡ଼ିଆ ଙ୍କ ସେବା ପାଇଁ ଖାଦ୍ୟ ପେୟ ତଥା ନାଚ ଗୀତ ବନ୍ଦୋ ବସ୍ତ ମଧ୍ୟ କରୁଥିଲେ।