ଇଣ୍ଡିମେଣ୍ଟ ର ଓଡିଶା ବନ୍ଦ ଡାକରା ରେ ବାସୁଦେବ ପୂର୍ ଅଂଚଳ ର ଦୋକାନ ବଜାର ବନ୍ଦ ।ସବୁ ଜାଗାରେ ବନ୍ଦ ର ପ୍ରଭାବ ଦେଖାଯାଇଛି। ଯାନବାହନ ଚଳାଚଳ ବନ୍ଦ ସାଙ୍ଗ କୁ ପେଟ୍ରୋଲ ପମ୍ପ ଗ୍ୟାସ ଗାଡ଼ି ବି ପ୍ରଭାବିତ ଯଦିଓ ଏମାନଙ୍କୁ ବାଦ୍ ଦିଆଯାଇଥିଲା । ଲୋକେ ହନ୍ତସନ୍ତ ହେଉଥିବା ଦେଖା ଦେଇଛି।