ମାଆ ଶକ୍ତିମୟୀ ଙ୍କ ଭକ୍ତି ରେ ବିଭୋର ସମସ୍ତେ ।ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହେବା ଅବସର ରେ ସାରା ଦେଶ ରେ ମାଦୂର୍ଗା ପୂଜା ଅନୁଷ୍ଠିତ ହେଉଛି। ମୋରଡା ବ୍ଲକ ର ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବର ରେ ଦୁର୍ଗାପୂଜା ପାଳନ ହେଉଛି ।ଆଜି ଅଷ୍ଟମୀ ତିଥି ରେ ଲୋକେ ନିଜ ନିଜ ପୂଜା ଅର୍ଚ୍ଚନା କରି ଭକ୍ତି ଭାବ କୁ ଉଜ୍ଜୀବିତ କରିବା ସହ ଦୁଃଖ ଜଣାଇଛନ୍ତି।