ଗତ ତା ୧୩/୧୧/୨୬ ରିଖ ଦିନ ମୟୂରଭଞ୍ଜ ବେତନଟୀ ନିକଟ ଆଗୁଆଡ଼ ରେ ୩ଦିନ ଧରି ଚାଲିଥିବା ବନ୍ଦନା ପର୍ବ ମୁଖ୍ୟ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ଉଦଯାପିତ ହୋଇ ଯାଇଛି।ତିନି ଦିନ ଧରି ଦେଶ ର ବିଭିନ୍ନ ଆଡୁ ଯଥା ଆସାମ ଝାରଖଣ୍ଡ ଆଦି ଅଚଳ ର କଳାକାର ତଥା ସ୍ଥାନୀୟ କଳାକାର ଙ୍କ ଦ୍ଵାରା ଖୁବ୍ ଜାକଜମକରେ ପଚାଶ ହଜାର ଉର୍ଦ୍ଧ ଲୋକେ ଏହାର ଆନନ୍ଦ ନେଇଥିଲେ ।