ହଳଦୀପାଳ ସ୍କୁଲ ଠାରୁ ଚିତ୍ରଦା ରାସ୍ତା କାମ ସରିବ କେବେ ।ଏହା ଏକ ପ୍ରଶ୍ନ ହୋଇ ରହିଛି ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ କତୃପକ୍ଷ ଙ୍କ ଉଦାସୀନ ମନୋଭାବ ପୋଷଣ ପାଇଁ ଲୋକେ ହଇରାଣ ହେଉଛନ୍ତି