ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଜଳମୟ ଏ ବର୍ଷ ଚାଷ ବାସ ଭଲ ହେବ ନାହିଁ ବୋଲି ସୂଚନା।ଉପର ମୁଣ୍ଡ ରେ ବର୍ଷା ପାଣି ଛଡା ଯାଉ ଥିବାରୁ ମୟୂରଭଞ୍ଜ ର ନଦୀ ଜଳ ସ୍ତର ଅଧିକ ରହୁଛି।