ସାରା ଓଡିଶା ବନ୍ୟା ରେ ଉବୁଟୁବୁ ।ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ରେ ଅଛନ୍ତି ।ସ୍କୁଲ କଲେଜବନ୍ଦ।ଅଜଣା ରୋଗ ବଢୁଛି ।ଯାତାୟାତ ବାଧାପ୍ରାପ୍ତ ହେଉଛି।ବିଶେଷ କରି ଉତ୍ତର ଓଡ଼ିଶା କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ପାଣି ଘେରା ରେ।କିନ୍ତୁ ଜନବିରୋଧୀ ସରକାର ପ୍ରତିକାର ବଦଳ ରେ ବସ୍ତି ଉଚ୍ଛେଦ ରେ ବ୍ୟସ୍ତ ।