ସାରା ଓଡିଶା ରେ ବର୍ଷା ବିତ୍ପାତ।ଉପକୂଳ ଅଞ୍ଚଳରେ ବନ୍ୟା ପରିସ୍ଥିତି। ଜୀବନଯାତ୍ରା ବ୍ୟାହତ ହୋଇଛି। ରାଜ ରାସ୍ତା ରେ ଅଣ୍ଟାଏ ଲେଖେ ପାଣି।ଚାଷୀକୁଳ ରେ ଭାଳେଣି ପଡିଲା।